‘କ୍ଷମା ମାଗ, ନଚେତ ମାନହାନି ମକଦ୍ଦମା କରିବୁ’ ନଡ୍ଡାଙ୍କୁ ଚିଠି ଲେଖି ଏଭଳି ଚେତାବନୀ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି ମୁଖପାତ୍ର ପ୍ରେମ ଶୁକ୍ଲାଙ୍କୁ କଂଗ୍ରେସ ଟାର୍ଗେଟ କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖି କ୍ଷମା ମାଗିବାକୁ କହିଛନ୍ତି ଏବଂ ଯଦି ଏହା ପୁନର୍ବାର ଘଟେ ତେବେ ମାନହାନି ମକଦ୍ଦମା ଦାୟର କରାଯିବ ବୋଲି ଚେତାବନୀ ଦେଇଛନ୍ତି। କଂଗ୍ରେସର … Continue reading ‘କ୍ଷମା ମାଗ, ନଚେତ ମାନହାନି ମକଦ୍ଦମା କରିବୁ’ ନଡ୍ଡାଙ୍କୁ ଚିଠି ଲେଖି ଏଭଳି ଚେତାବନୀ ଦେଲେ କଂଗ୍ରେସ ନେତା